ହାନି ଲାଭ୍‌

ଓଡ଼ିଆ ସାହିତ୍ୟ

ହାନି ଲାଭ୍‌
ନାଇଁହେବାର୍‌ ତକ୍‌ ନିଜର୍‌ ହାନି କେହି ନାଇଁ ପାର୍‌ବାର୍‌ ଇନ ଜାନି ହଉଛେ ନୁକ୍‌ସାନ୍‌ କି ଲାଭ୍‌ ଇନ୍‌ତା ହେଲାନ ସ୍ବଭାବ୍‌ ବଦ୍‌ଲେଇ ଦେଲେ ମନର୍‌ ଭାବ୍‌ ନାଇଁରହେ ଟିକେ ଭିଲ୍‌ ଅଭାବ୍‌ ବଏସିରାଥିଁ ହେଇ ବାଂଧି ଚୁଛେଁ ମରୁଛୁଁ କାଂଦି କାଂଦି ଗୁହୁଡ଼ିର୍‌ ସାଂଗେ ହେଇ ଯୁଡ଼ି କେହି ତ ନାଇଁ ପାର୍‌ବାର୍‌ ବଢ଼ି ନିଜର୍‌ ନିକେ ଘାଏ ଆଏଲେଁ ଫିରି ସବୁ ପାର୍‌ମା ସଭେ କରି ବଂଦ୍‌ କରିଦଉଁ ପାଲିଆଧରା ମଜାସେ ଜିଉଁ ଜୀବନ୍‌ସାରା

What's Your Reaction?

like

dislike

love

funny

angry

sad

wow